ରାତି ଅଧରେ ମସାଜ୍‌ ପାଇଁ ଅଫର୍‌ ମିଳିଥିଲା ଏହି ନାୟିକାଙ୍କୁ , ଜାଣନ୍ତୁ ତାପରେ କ’ଣ କରିଥିଲେ ନାୟିକା 

ମୁମ୍ବାଇ: ବଲିଉଡ ଜଣେ  ଟପ୍‌  ହିରୋଇନ୍‌  ହୋଇନଥିଲେ ବି  ରାଧିକା  ଆପ୍‌ଟେ ଅନେକ ସମୟରେ  ବିଭିନ୍ନ  କାରଣରୁ  ଚର୍ଚ୍ଚାକୁ ଆସିଛନ୍ତି  ।  ସେ କାଷ୍ଟିଂ କାଉଚର ଶିକାର ହୋଇଥିବା କଥା ବି କହିଥିଲେ। ସେ କହିଥିଲେ ଯେ ଏକ ବିଦେଶୀ ସିନେମାର ସୁଟିଂ ବେଳେ ରାତି ଅଧରେ ଜଣେ ବ୍ୟକ୍ତି ତାଙ୍କୁ ମସାଜ୍‌ ପାଇଁ ଆସିବ ବୋଲି କହିଥିଲେ। ଏହା ତାଙ୍କୁ ଅଖାଡ଼ୁଆ ଲାଗିଥିଲା। ସେ ଭାବିଥିଲେ ବୋଧହୁଏ ଏହା କାଷ୍ଟିଂ କାଉଚର ଏକ ଅଭିନବ ପନ୍ଥା। ଏହାପରେ ରାଧିକା ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକଙ୍କୁ ଏ ସଂପର୍କରେ ଅବଗତ କରାଇଥିଲେ । ହେଲେ ସେମାନେ ବୁଝାଇଥିଲେ ଯେ ଏଥିରେ କିଛି ଖରାପ କଥା ନାହିଁ। ଏଠାରେ ସେସବୁ ଚଳେ। ମସାଜ୍‌ ଏଠାରେ ଖରାପ ନୁହେଁ। ତାପରେ ସେ ଭୁଲ ବୁଝିପାରିଥିଲେ ।

ରାଧିକା  ଆପ୍‌ଟେ  ୨୦୦୫ରେ  ମୁକ୍ତିଲାଭ  କରିଥିବା  ହିନ୍ଦୀ ସିନେମା  ‘ ଲାଇଫ୍‌  ହୋ ତୋ ଐସି’ ରୁ  କ୍ୟାରିଅର୍‌  ଆରମ୍ଭ  କରିଥିଲେ, କିନ୍ତୁ ତାଙ୍କୁ  ଲୋକପ୍ରିୟତା  ମିଳିଥିଲା ‘ ଶୋର୍‌ -ଇନ୍‌ ଦି ସିଟି’ ଫିଲ୍ମରୁ ।

0

ରାଧିକା  ବରୁଣ ଧଓ୍ଵନ୍‌ ଷ୍ଟାର୍‌ର ଫିଲ୍ମ ‘ବଦଲାପୁର’ ରେ ବୋଲଡ୍‌  ସିନ୍‌  କରି ଚର୍ଚ୍ଚିତା ହୋଇଥିଲେ  । ରାଧିକା ଫିଲ୍ମରେ  ସୁନ୍ଦର ଅଭିନୟ ପାଇଁ ଯେମିତିକି  ପ୍ରଶଂସିତା  ହୋଇଛନ୍ତି, ନିଜର ବିବାଦୀୟ  ଲିକ୍‌ ଭିଡିଓ ଯୋଗୁଁ  ମଧ୍ୟ  ସେତିକି ଚର୍ଚ୍ଚିତା  ହୋଇ ଫିଲ୍ମ ‘ ପାର୍ଟଡ’ର ନ୍ୟୁଡ ସିନ୍‌  ଲିକ୍‌  ହେବା ପରେ  ବେଶି ଚର୍ଚ୍ଚାକୁ ଆସିଥିଲେ  ରାଧିକା ।   ତା’ପୂର୍ବରୁ ନିଜର  ନ୍ୟୁଡ୍‌  ସେଲଫିକୁ ନେଇ ମଧ୍ୟ  ସବୁବେଳେ  ଚର୍ଚ୍ଚାରେ ଥିଲେ  ରାଧିକା ।

ସମ୍ବନ୍ଧିତ ଖବର