ସିଦ୍ଧାର୍ଥ ଗୁପ୍ତା ଏବଂ କରିସ୍ମା ଶର୍ମାଙ୍କର ଅନ୍ତରଙ୍ଗ ଦୃଶ୍ୟର ଭିଡିଓ ଭାଇରାଲ୍‌ !

ପ୍ରଖ୍ୟାତ ନିର୍ମାତ୍ରୀ ଏକତା କପୁରଙ୍କ ଅପକମିଂ ଓ୍ଵବ୍‌ ସିରିଜ୍‌ ‘ ରାଗିଣୀ ଏମ୍‌ ଏମ୍‌ ଏସ୍‌ ରିଟର୍ଣ୍ଣସ୍‌’ ଏବେ ପୁଣି ଚର୍ଚ୍ଚାରେ। ଏହି ସିନେମାରେ ନାୟକ ସିଦ୍ଧାର୍ଥ ଗୁପ୍ତା ଏବଂ କରିସ୍ମା ଶର୍ମାଙ୍କର ଥିବା ଅନ୍ତରଙ୍ଗ ସିନର ଭିଡିଓ ଏବେ ଇଣ୍ଟରନେଟରେ ହଙ୍ଗାମା କରିଛି। ଏହି ଭିଡିଓର ଅବଧି ମାତ୍ର ୪୨ ସେକେଣ୍ଡ। ଏଥିରେ ସିଦ୍ଧାର୍ଥ ଗୁପ୍ତା ଏବଂ କରିସ୍ମା ଶର୍ମାଙ୍କର ବୋଲଡ ଅବତାର ଦେଖିବାକୁ ମିଳିଛି। ଏଥିରେ ଉଭୟଙ୍କର ବେଡରୁମରେ ଅନ୍ତରଙ୍ଗ ହେଉଥିବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। ଏହା ପୂର୍ବରୁ‘ ରାଗିଣୀ ଏମ୍‌ ଏମ୍‌ ଏସ୍‌ ରିଟର୍ଣ୍ଣସ୍‌’ରେ ଥିବା ରୀୟା ସେନଙ୍କର ଏକ ସେକ୍ସ ସିନ୍‌ ଲିକ୍‌ ହୋଇ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା।

ସମ୍ବନ୍ଧିତ ଖବର