ଜେଠାଲାଲଙ୍କ ସହ ଅନ୍ୟ ଅଭିନେତା/ଅଭିନେତ୍ରୀଙ୍କ ପ୍ରକୃତ ନାମ କଣ ଜାଣନ୍ତି କି ?

ମୁମ୍ବାଇ: ଛୋଟ ପରଦାରେ ଭାରତର ତମାମ ଦର୍ଶକଙ୍କୁ ମନୋରଞ୍ଜନର ବେଶ ଖୋରାକ ଯୋଗାଇଥାଏ ‘ତାରକ ମେହେଟ୍ଟା କି ଉଲଟା ଚଷମା’ | ଟିଆରପି ତାଲିକାରେ ଏହି କାର୍ଯ୍ୟକ୍ରମଟି ପ୍ରାୟ ଟପ-୧୦ରେ ରହୁଥିବାର ଦେଖିବାକୁ ମିଳିଥାଏ |

ଏହି ସୋରେ ଅଭିନୟ କରୁଥିବା ଜେଠାଲାଲ, ଦୟା, ଭିଡ଼େ, ଆୟର ପ୍ରମୁଖଙ୍କ ପ୍ରକୃତ ନାମ ବାବଦରେ ଆଜି ଆମେ ଆପଣଙ୍କୁ କହିବୁ | ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କ ଗୁରୁଜନ ଭୂମିକାରେ ଅଭିନୟ କରୁଥିବା ବାପୁଜୀଙ୍କ ପ୍ରକୃତ ନାମ ହେଉଛି ଅମିତ ଭଟ୍ଟ | ସେହିପରି ସବୁବେଳେ ଅସୁବିଧାର ସମ୍ମୁଖୀନ ହେଉଥିବା ଜେଠା ଲାଲଙ୍କ ପ୍ରକୃତ ନାମ ହେଉଛି ଦିଲ୍ଲୀପ ଯୋଶୀ |
ଚରିତ୍ର                         ପ୍ରକୃତ ନାମ
ଦୟା                          ଦିଶା ବଖନୀ
ତାରକା ମେହେଟ୍ଟା       ଶୈଳେଶ ଲୋଡ଼ା 
ଅଞ୍ଜଳୀ                     ନେହା ମେହେଟ୍ଟା
ଆତ୍ମାରାମ ଭିଡ଼େ       ମନ୍ଦାର ସାଂଡବେକର
ଡାକ୍ତର ହାତୀ            କବି କୁମାର ଆଜାଦ
ମିଷ୍ଟର ଆୟର            ତନୁଜ ମହାଶବ୍ଦେ (ପ୍ରକୃତରେ ଘର ମଧ୍ୟପ୍ରଦେଶର ଇନ୍ଦୋର)
ବବିତା ଆୟାର             ମୁନମୁନ ଦତ୍ତ
ରୋଶନ ସିଂ ସୋଢି       ଗୁରୁ ଚରଣ ସିଂ
ପୋପଟଲାଲ               ଶ୍ୟାମ ପାଠକ
ମାଧବୀ                   ସୋନାଲିକା ଯୋଶୀ
କୋମଲ                 ଅମ୍ବିକା ରଂଜନକର
ମିସେସ ସୋଢି          ଜେନିଫର ମିଷ୍ଟ୍ରି
ଟପ୍ପୁ                       ରାଜ ଆନାଡ଼କଡ଼
ଅବଦୁଲ                   ଶରଦ ସାଙ୍କଲା
ସୁନ୍ଦର                      ମୟୁର ଭାଖାନି
ବାଘା                      ତନ୍ମୟ ବେକାରିଆ
ନଟୁ କାକା                ଘନଶ୍ୟାମ ନାୟକ
ବାବ୍ରୀ                     ମୋନିକା ଭଦରିଆ
ସୋନି ସବରେ ପ୍ରସାରିତ ହେଉଥିବା ଏହି ସୋ ସବୁ ବର୍ଗର ଦର୍ଶକଙ୍କୁ ପ୍ରଭାବିତ କରିପାରିଛି |

ସମ୍ବନ୍ଧିତ ଖବର