ରଣବୀର ଆଲିଆଙ୍କୁ ନୁହେଁ, ଆଉ ଜଣଙ୍କୁ ବାହା ହୁଅନ୍ତୁ ବୋଲି ଚାହୁଥିଲେ ରିଷି

ରଣବୀର ସଂପ୍ରତି ଆଲିଆ ଭଟ୍ଟଙ୍କ ସହ ସମ୍ପର୍କରେ ଅଛନ୍ତି ବୋଲି କାହାକୁ ଅଛପା ନାହିଁ। ଏକ ଫଟୋରେ ରିଷି କପୁରଙ୍କ ସହ ଆଲିଆ ଓ ରଣବୀର ଏମିତି ଏକ ଫଟୋରେ ଦେଖିବାକୁ ମିଳିଛନ୍ତି, ଦେଖିଲେ ଲାଗିବ, ରିଷି ଆଲିଆଙ୍କୁ ନିଜର ବୋହୂ ଭାବେ ସ୍ବୀକାର କରିନେଇଛନ୍ତି। ମାତ୍ର ୨୦୧୮ରେ ରିଷିଙ୍କ ଏକ ଟ୍ବିଟ୍‌ ପୋଷ୍ଟ କିଛି ଭିନ୍ନ କଥା କହିଥିଲା। ରଣବୀର ଅଧିକାଂଶ ସମୟ ନିଜ ପ୍ରିୟ ସାଙ୍ଗ ଆୟାନ ମୁଖାର୍ଜୀଙ୍କ ସହ ସମୟ କଟାଉଥିବାରୁ, ରିଷି ମଜାରେ ଲେଖିଥିଲେ ତମେ ‌ଦୁହେଁ ବାହା ହେଇଯାଉନ। ଆୟାନ ରଣବୀରଙ୍କର ସବୁଠୁ ଭଲ ବନ୍ଧୁ ହୋଇଥିବା ବ‌େଳେ ରିଷି କପୁରଙ୍କର ନ୍ୟୁୟର୍କରେ କ୍ୟାନସର୍‌ ଚିକିତ୍ସା ଚାଲିଥିବା ବେଳେ ଆୟାନ, ଆଲିଆ ରଣବୀରଙ୍କୁ ସହଯୋଗ କରି ଆସୁଥିଲେ।

ସମ୍ବନ୍ଧିତ ଖବର