‘ଅଜାତଶତ୍ରୁ’ ଫିଲ୍ମ ଜରିଆରେ ଓଲିଉଡ୍କୁ ପ୍ରବେଶ କରିଥିବା ସୋହମ ସିଂହଙ୍କ ପରବର୍ତୀ ଚଳଚ୍ଚିତ୍ର ‘ଲଭ୍ ୟୁ ପ୍ରିୟା’ ମୁକ୍ତିଲାଭ ଅପେକ୍ଷାରେ ଥିବା ବେଳେ ତାଙ୍କର ଆଉ ଏକ ଆକ୍ସନଧର୍ମୀ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଜେଏନ୍ଏସ୍ ଏଣ୍ଟରପ୍ରାଇଜେସର ପ୍ରଥମ ଅବଦାନ ତଥା ରାଏ ମିଡିଆ କମ୍ୟୁନିକେସନ ସହଯୋଗରେ ନିର୍ମିତ ହେବାକୁ ଯାଉଥିବା ଏହି ଚଳଚ୍ଚିତ୍ରରେ ଭରପୂର ଆକ୍ସନ ସହ ରୋମାଞ୍ଚ ଦେଖିବାକୁ ମିଳିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ରାଜେନ୍ଦ୍ର ମହନ୍ତ ଏହାର ନିର୍ଦେଶନା ଦେଇଛନ୍ତି। ଜମେଶ ଶୁକ୍ଳା କାହାଣୀ ରଚନା କରିଥିବା ବେଳେ ସଂଗୀତ ଦେଇଛନ୍ତି ବୈଦ୍ୟନାଥ।
‘ରାଉଡ଼ି ରାଜା’ ସୋହମ
/sambad/media/post_attachments/wp-content/uploads/2020/10/parada-soham-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)