ଜାକ୍‌ଲିନଙ୍କ ସହ ସଲମାନଙ୍କ ନୂଆ ଭିଡିଓ

କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ଯୋଗୁଁ ସମସ୍ତେ ଘରେ ରହିଛନ୍ତି। ମାତ୍ର ଏହା କଳାକାରମାନଙ୍କ ସୃଜନତାକୁ ଅଟକାଇପାରିନାହିଁ। ନିକଟରେ ଅଭିନେତା ସଲମାନ ଖାନ୍‌ ‘ପ୍ୟାର୍‌ କରୋନା.. ଶୀର୍ଷକ ଏକ ଗୀତ ପ୍ରସ୍ତୁତ କରିଥିବା ବ‌େଳେ ଏବେ ‘ତେରେ ବିନା.. ଶୀର୍ଷକ ସଂଗୀତ ନିର୍ମାଣ କରିଛନ୍ତି। ଏହି ଗୀତଟି ସଲମାନଙ୍କ ପାନଭେଲ୍‌ସ୍ଥିତ ଫାର୍ମହାଉସ୍‌ରେ ସୁଟ୍‌ ହୋଇଛି। ଜାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ଙ୍କ ସହ ସେ ଏହି ଗୀତରେ ଅଭିନୟ କରିଛନ୍ତି। ନିଜର ବନ୍ଧୁ ୱାଲୁସା ଡି ସୌଜାଙ୍କ ସହ କଥାବାର୍ତା ଭିତରେ ସଲମାନ ଓ ଜାକ୍‌ଲିନ୍‌ ଏହି ଗୀତ ସମ୍ପର୍କରେ ସୂଚନା ଦେଇଛନ୍ତି। ସଲମାନ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଭିଡିଓଟିକୁ ସେୟାର୍‌ କରିଛନ୍ତି। ଗୀତ ସମ୍ପର୍କରେ ପ୍ରଥମେ ଦୁହେଁ ସୂଚନା ଦେଉଥିବା ବେଳେ, ସଲମାନ ‌କହୁଛନ୍ତି ‘ଗାନା ମେରେ ଜେହେନ ମେଁ ଥା…

ସମ୍ବନ୍ଧିତ ଖବର