ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆରୟନ ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଫିଲ୍ମ 'ସତ୍ୟପ୍ରେମ କି କଥା' ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରଠାରୁ ଦର୍ଶକ ବହୁତ ଆଶା ରଖିଥିବା ବେଳେ ରିଲିଜ୍ ପରେ ଫିଲ୍ମଟି ଦର୍ଶକଙ୍କ ଆଶା ପୂରଣ କରୁଥିବା ପରି ଦେଖାଯାଇଛି। ବହୁତ ସମୟ ପରେ ଲୋକମାନେ ଏକ ଭଲ ପ୍ରେମ କାହାଣୀ ଦେଖିବାକୁ ପାଇଥିବା କଥା କହିବାରେ ଲାଗିଛନ୍ତି। ଏହି ଚଳଚ୍ଚିତ୍ରର ବିଶେଷ କଥା ହେଉଛି ଫିଲ୍ମରେ ଏକ ସ୍ବତନ୍ତ୍ର ବାର୍ତ୍ତା ଦିଆଯାଇଛି, ଯାହା ପାଇଁ ଫିଲ୍ମକୁ ଦେଖିବାକୁ ଦର୍ଶକଙ୍କ ଉତ୍ସାହ ବଢ଼ିଛି। 'ଭୁଲ ଭୁଲୈଆ ୨'ପରେ ଦର୍ଶକମାନେ ପୁଣି ଥରେ କିଆରା-କାର୍ତ୍ତିକଙ୍କ ଯୋଡି ଦେଖିବାକୁ ପାଇଛନ୍ତି। ଏହି ଦୁଇଜଣ ପୁଣିଥରେ ବଡ ପରଦାରେ ଯାଦୁ ସୃଷ୍ଟି କରିଛନ୍ତି।
ଫିଲ୍ମ 'ସତ୍ୟପ୍ରେମ କି କଥା'କୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି। ଲୋକମାନେ ଫିଲ୍ମ ଦେଖିବା ସହିତ ଟ୍ୱିଟରରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକ ଏହି ଫିଲ୍ମକୁ ବ୍ଲକବଷ୍ଟର ହିଟ୍ ବୋଲି କହୁଥିବା ବେଳେ କେହି କେହି ଏହାକୁ ପ୍ରଶଂସା କରି କରି ଥକୁ ନଥିବା ଦେଖାଯାଇଛି। ଆସନ୍ତୁ ନଜର ପକାଇବା ଟ୍ବିଟର ବ୍ୟବହାରକାରୀଙ୍କ ପ୍ରତିକ୍ରିୟା ଉପରେ...
#SatyaPremKiKatha
Interval
It's really good.
Discusses some serious topic.
For sure a blockbuster.
Hats off to @sameervidwans for your vision.#KartikAaryan is stupendous along with #KiaraAdvani . pic.twitter.com/pZUAqSHylh— Varad khanvilkar (@Varad1508) June 29, 2023
Can you hear the loud whistles and the cheering for @TheAaryanKartik ‘s entry 😍😍😍😍😍😍😍
Full celebration in theatres with #SatyaPremKiKatha
This #GujjuPataka is killing it ❤️🔥❤️🔥❤️🔥 #KartikAaryan pic.twitter.com/85iaSp1dtp
— Kartik Aaryan Fandom (@KartikAaryanFan) June 29, 2023
#SatyaPremKiKatha is one of the best movies ever.. Pure love story of two simple human beings with a very strong and beautiful social message ♥️
Everyone is gonna lovvve this movie ❤️🤍❤️🤍#KartikAaryan #KiaraAdvani #namahpictures #sameervidwans— Kartik Aaryan Universe (@UniverseAa16300) June 29, 2023