ସୁପରଷ୍ଟାର ଶାହରୁଖ୍ ଖାନ୍ ୫୫ ବର୍ଷରେ ପଦାର୍ପଣ କରିଥିବା ବେଳେ ସେ ତାଙ୍କ ପ୍ରଶଂସକଙ୍କ ଶୁଭେଚ୍ଛା କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ତାଙ୍କର ପ୍ରଶଂସକମାନେ ଶାହରୁଖ୍ଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ରକ୍ତଦାନ ଶିବିର ଆୟୋଜନ ସହ ପିପିଇ ଉପକରଣ ବାଣ୍ଟିଥିଲେ।
ଏନେଇ ସେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ଏହା ଆଶ୍ଚର୍ଯ୍ୟଜନକ। ଏକଥା ବି କହିଛନ୍ତି, ପ୍ରେମ ନବାଣ୍ଟିଲେ ତୁମେମାନେ ଲଭର ବୟ ହୋଇପାରିବ ନାହିଁ। ତେଣୁ ପ୍ରେମ ବାଣ୍ଟିଥିବାରୁ ତୁମମାନଙ୍କୁ ଧନ୍ୟବାଦ। ଆସନ୍ତାବର୍ଷ ଆମେ ଏକାଠି ହୋଇ ପାର୍ଟି କରିବା ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/srk-new-photo-video-820.jpg)