ମୁମ୍ବାଇ: ସୋସିଆଲ ମିଡିଆରୁ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କିଛି ସମୟ ପାଇଁ ବିରତି ନେଇଛନ୍ତି। ସେହି ପୁରୁଣା ପ୍ରକ୍ରିୟା ଜାରି ରହିଥିବାରୁ ସେ ବିରକ୍ତ ହୋଇ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଇନ୍ଷ୍ଟାଗ୍ରାମ ଓ ଟ୍ବିଟରରେ ପୋଷ୍ଟ କରିଛନ୍ତି। ଶିଳ୍ପା ସେଟ୍ଟୀ ସର୍ବଦା ଜଣେ ସକ୍ରିୟ ସୋସିଆଲ ମିଡିଆ ବ୍ୟବହାରକାରୀ। ତାଙ୍କ ବ୍ୟକ୍ତିଗତ ଜୀବନରେ ଘଟୁଥିବା ଘଟଣାକୁ ସେୟାର କରିବା ଠାରୁ ଆରମ୍ଭ କରି ଅଭିନୟ ଜୀବନକୁ ନେଇ ବିଭିନ୍ନ ପୋଷ୍ଟ୍ କରିଥାନ୍ତି। ଶିଳ୍ପା କହିଛନ୍ତି ତାଙ୍କ ଜୀବନରେ କିଛି ନୂଆ ଘଟିବା ପର୍ଯ୍ୟନ୍ତ ସେ ସୋସିଆଲ ମିଡିଆରୁ ବିରତି ନେଉଛନ୍ତି ଏବଂ ଆଗାମୀ ଦିନରେ ପୁଣି ସୋସିଆଲ ମିଡିଆକୁ ଫେରିବେ ।
ସୋସିଆଲ ମିଡିଆରୁ ବିରତି ନେଲେ ଶିଳ୍ପା ସେଟ୍ଟୀ
/sambad/media/post_attachments/wp-content/uploads/2021/12/silpa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)