ଉଦୀୟମାନ ତାରକା କାର୍ତିକ ଆର୍ଯ୍ୟାନଙ୍କର ଆଗାମୀ ଚଳଚ୍ଚିତ୍ର ‘ଧମାକା’ର ସୁଟିଂ ଆସନ୍ତା ସପ୍ତାହରୁ ଆରମ୍ଭ ହେବ। ସେ ଇନ୍ଷ୍ଟାଗ୍ରାମ୍ରେ କୁଲ୍ ଅନ୍ଦାଜରେ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି, ମୁହଁ ହାତ ଧୋଇ ‘ଧମାକା’ ଆରମ୍ଭ କରିବା। ଆସନ୍ତା ସପ୍ତାହରୁ...। କାର୍ତିକ ନିଜ ଜନ୍ମ ଦିନ ଅବସରରେ ତାଙ୍କର ଏହି ଆଗାମୀ ଚଳଚ୍ଚିତ୍ର ବିଷୟରେ ଘୋଷଣା କରିଥିଲେ। ଆଗକୁ ସେ ଅଭିନେତ୍ରୀ କିଆରା ଆଡ୍ଭାନୀଙ୍କ ସହ ‘ଭୁଲ୍ ଭୁଲେୟା-୨’ ଓ ଜାହ୍ନବୀ କପୁରଙ୍କ ସହ ‘ଦୋସ୍ତାନା-୨’ରେ ନଜର ଆସିବେ।
ଆରମ୍ଭ ହେବ ‘ଧମାକା’ର ସୁଟିଂ
/sambad/media/post_attachments/wp-content/uploads/2020/12/kartik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)