ନୂଆଦିଲ୍ଲୀ: ସୋନମ କପୁର ଓ ଆନନ୍ଦ ଆହୁଜାଙ୍କ ବିବାହ ମଇ ୮ତାରିଖରେ ସମ୍ପନ୍ନ ହୋଇଛି। ଦୁହିଁଙ୍କ ବିବାହ ଉତ୍ସବର ବିଭିନ୍ନ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା। ସେଥିମଧ୍ୟରୁ କିଛି ଭାଇରାଲ ବି  ହୋଇଛି। ଦର୍ଶକ  ସୋନମଙ୍କ ଫଟୋ ଓ ଭିଡିଓକୁ ଖୁବ ପସନ୍ଦ କରିଥିଲେ। ବିବାହ ପରେ ଦୁହିଁଙ୍କର ଏକ ରୋମାଣ୍ଟିକ ଫଟୋ ସମ୍ପ୍ରତି ଚର୍ଚ୍ଚାରେ ରହିଛି। ବିବାହ ପରେ ଏହା ଦୁହିଁଙ୍କ ପ୍ରଥମ ଫଟୋ।

Advertisment

ଏଇ କିଛିଦିନ ମଧ୍ୟରେ ଆନନ୍ଦ ଓ ସୋନମଙ୍କ ଅନ୍ୟ କେତେଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଆସନ୍ତୁ ଦେଖିବା।

publive-image

ନିକଟରେ ସୋନମ ଓ ଆନନ୍ଦ ଏହି ଫଟୋ ଇଣ୍ଟରନେଟରେ ଖୁବ୍‌ ସେୟାର ହୋଇଥିଲା । ଏହି ଫଟୋର ତୁଳନା ବିରାଟ ଓ ଅନୁଷ୍କାଙ୍କ ଆଲିଙ୍ଗନ ଫଟୋ ସହିତ କରାଯାଉଛି।

publive-image

ମଇ ୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସୋନମ କପୁରଙ୍କ ମେହେନ୍ଦି, ସଙ୍ଗୀତ, ବ୍ରାଇଡାଲରୁ ନେଇ ରିସେପ୍‌ସନ୍‌ ପର୍ଯ୍ୟନ୍ତ ସବୁ ଫଟୋ ରହିଛି।

publive-image

ରିସେପ୍‌ସନ୍‌ ପାର୍ଟିରେ ସୋନମ ଓ ଆନନ୍ଦଙ୍କ କେମେଷ୍ଟ୍ରି ବଲିଉଡ୍‌ ଫ୍ୟାନ୍ସର ଅଧିକ ଧ୍ୟାନ ଆକର୍ଷିତ କରିଥିଲା।