ଜଣଙ୍କ ପରେ ଜଣେ ବଲିଉଡ୍ କଳାକାର କରୋନାରେ ସଂକ୍ରମିତ ହେଉଛନ୍ତି। ଏହାକୁ ନଜରରେ ରଖି ୨୫ ବର୍ଷରୁ ତଦୂର୍ଧ୍ବ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଟିକା ଦିଆଯାଉ ବୋଲି ଅନୁରୋଧ କରିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍। ଏନେଇ ସୋନୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଟ୍ବିଟ୍ କରିଛନ୍ତି। ଏହା ବ୍ୟତୀତ ସେ ଏକ ମାଗଣା ଭ୍ୟାକସିନ୍ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି। ସଞ୍ଜୀବନୀ: ଏ ସର୍ଟ ଅଫ୍ ଲାଇଫ୍’ ନାମରେ ଆରମ୍ଭ କରିଥିବା ଏହି ଅଭିଯାନକୁ ସେ ଦେଶର ସମସ୍ତ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି।
୨୫ବର୍ଷରୁ ତଦୂର୍ଦ୍ଧ୍ବଙ୍କ ଟିକାକରଣ ପାଇଁ ନିବେଦନ କଲେ ସୋନୁ
/sambad/media/post_attachments/wp-content/uploads/2020/07/sonu-sood.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)