ଜାଣନ୍ତୁ ଏଥର ଷ୍ଟାର୍‌- ସ୍କ୍ରିନ୍‌ ଆଓ୍ଵାର୍ଡରେ କିଏ କେଉଁ ବିଭାଗରେ ପୁରସ୍କୃତ ହେଲେ

ମୁମ୍ବାଇଠାରେ ଗତକାଲି ଷ୍ଟାର୍‌- ସ୍କ୍ରିନ୍‌ ଆଓ୍ଵାର୍ଡ ଫଙ୍କସନ୍‌ ଅନୁଷ୍ଠିତ ହୋଇଛି। ଆସନ୍ତୁ ଜାଣିବା ଏଥରର ବଜେତା କେଉଁମାନେ

ଶ୍ରେଷ୍ଠ ସିନେମା- ନିଉଟନ୍‌
ଶ୍ରେଷ୍ଠ ନିର୍ଦ୍ଦେଶକ- ନୀତେଶ ତିଓ୍ଵାରୀ (ଦଙ୍ଗଲ୍‌)
ଶ୍ରେଷ୍ଠ ଅଭିନେତା- ଇରଫାନ୍‌ ଖାନ୍‌ (ହିନ୍ଦୀ ମିଡଅମ୍‌)
ଶ୍ରେଷ୍ଠ ଅଭିନେତା (କ୍ରିଟିକ୍‌)- ରାଜ କୁମାର ରାଓ (ନିଉଟନ୍‌)
ଶ୍ରେଷ୍ଠ ଅଭିନେତ୍ରୀ- ବିଦ୍ୟା ବାଲନ୍‌ (ତୁହ୍ମାରି ସୁଲୁ)
ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍‌)- କୋଙ୍କଣା ସେନ୍‌ ଶର୍ମା
ଶ୍ରେଷ୍ଠ ସହ ଅଭିନେତା – ରାଜ କୁମାର ରାଓ (ବରେଲୀ କି ବାର୍ଫି)
ଶ୍ରେଷ୍ଠ ସହ ଅଭିନେତ୍ରୀ- ନେହା ଧୁପିଆ (ତୁହ୍ମାରି ସୁଲୁ)
ଶ୍ରେଷ୍ଠ ନବାଗତ ଅଭିନେତା –ଅପରଶକ୍ତି ଖୁରାନା (ଦଙ୍ଗଲ୍‌)
ଶ୍ରେଷ୍ଠ ସଂଳାପକାର- ନୀତେଶ ତିଓ୍ଵାରୀ, ଶ୍ରେୟସ୍‌ ଜୈନ୍‌ ଏବଂ ରଜତ ନୋନିଆ (ବରେଲୀ କି ବାର୍ଫି)
ଶ୍ରେଷ୍ଠ ସଂପାଦକ- ବାଲୁସାଲୁଜା (ଦଙ୍ଗଲ୍‌)
ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ-ଶ୍ୟାମକ୍‌ ଡାବର୍‌(ଜଗା ଜାସୁସ୍‌)
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ପ୍ରୀତମ୍‌(ଦଙ୍ଗଲ୍‌)
ଶ୍ରେଷ୍ଠ ଗାୟକ-ଅରିଜିତ୍‌ ସିଂହ(ରଇସ୍‌ ଏବଂ ଜଗା ଜାସୁସ୍‌)
ଶ୍ରେଷ୍ଠ ଗାୟିକା-ସସା ତିରୁପତି(ଶୁଭ ମଙ୍ଗଳ ସାବଧାନ୍‌)
ଶ୍ରେଷ୍ଠ ଗୀତିକାର-ଅମିତାଭ ଭଟ୍ଟାଚାର୍ଯ୍ୟ (ଦଙ୍ଗଲ୍‌)

ସମ୍ବନ୍ଧିତ ଖବର