ମୁଁ ମୋ ମା’ଙ୍କ ଭଳି ଦେଖାଯାଉନି: ସୁହାନା ଖାନ୍‌

ଶାହରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର। ତେବେ ସେ ନିଜ ମା’ଙ୍କ ଭଳି ଦେଖାଯାଆନ୍ତି ନାହିଁ ବୋଲି ମାତୃ ଦିବସରେ ଏକ ପୋଷ୍ଟ କରି ମତ ରଖିଛନ୍ତି ସୁାହାନା। ମା’ ଗୌରୀ ଖାନ୍‌ଙ୍କର ଏକ କଳାଧଳା ‌ଫଟୋ ଇନଷ୍ଟାଗ୍ରାମ୍‌ରେ ସେୟାର କରି ଲେଖିଛନ୍ତି, ମୁଁ ତୁମ ଭଳି ଦେଖାଯାଉ ନାହିଁ। ସୁହାନା ନ୍ୟୁୟର୍କର କଲମ୍ବିଆ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ବ‌େଳେ ସଂପ୍ରତି ନିଜ ପରିବାର ସହ ମୁମ୍ବାଇରେ କ୍ବାରାଣ୍ଟିନ୍‌‌‌ରେ ଅଛନ୍ତି। ସେହିପରି ଗୌରୀ ମଧ୍ୟ ଇନ୍‌ଷ୍ଟାଗ୍ରାମରେ ନିଜ ମା’ଙ୍କ ସହ ଏକ କୋଲାଜ୍‌ ଫଟୋ ସେୟାର କରିଛନ୍ତି।

ସମ୍ବନ୍ଧିତ ଖବର