ଜାଣନ୍ତୁ, ପରଦା ଉପରେ କି ଆପତ୍ତିଜନକ କାର୍ଯ୍ୟ କରି ସୋସିଆଲ ମିଡିଆରେ ଟ୍ରୋଲ ହେଲେ ଅଭିନେତ୍ରୀ ସ୍ୱରା ଭାସ୍କର

ମୁମ୍ବାଇ: ନିଜର ଆଗାମୀ ଚଳଚ୍ଚିତ୍ର ‘ଭିରେ ଦି େଓ୍ଵଡିଂ’ରେ ଅଭିନେତ୍ରୀ ସ୍ୱରା ଭାସ୍କର ପରଦା ଉପରେ ଏମିତି ଏକ ଆପତ୍ତିଜନକ କାର୍ଯ୍ୟ କରିଛନ୍ତି, ଯାହାର ଝଲକ ଦେଖି ଦର୍ଶକମାନେ ସେମାନଙ୍କର ସମସ୍ତ ରାଗ ଓଗାଳି ପକାଇଛନ୍ତି ସୋସିଆଲ ମିଡିଆରେ, ଅଭିନେତ୍ରୀ ସ୍ୱରାଙ୍କ ଉପରେ। ପରଦା ଉପରେ ଅଭିନେତ୍ରୀ ସ୍ୱରା ଯାହା କରିଛନ୍ତି, ସେ ସଂପର୍କରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ଚକିତ ହୋଇ ରହିଯିବେ। ହଁ ଆଜ୍ଞା! ‘ଭିରେ ଦି େଓ୍ଵଡିଂ’ରେ ଗୋଟିଏ ଦୃଶ୍ୟରେ ପରଦା ଉପରେ ଆପତ୍ତିଜନକ କାର୍ଯ୍ୟ (ହସ୍ତମୈଥୁନ) କରୁଥିବାର ଦେଖିବାକୁ ମିଳୁଛି। ତେବେ, ସଦ୍ୟ ରିଲିଜ୍‌ ହୋଇଥିବା ‘ଭିରେ ଦି େଓ୍ଵଡିଂ’ରେ ଥିବା ଏହି ଦୃଶ୍ୟକୁ ଦେଖିବା ପରେ ଭାରତୀୟ ଯୁବପିଢ଼ି ଏହାକୁ ସହଜ ଭାବେ ଗ୍ରହଣ କରିପାରି ନାହାନ୍ତି।

ସେଥିପାଇଁ ସେମାନଙ୍କର ସମସ୍ତ ରାଗ ଓଗାଳି ପକାଇଛନ୍ତି ସୋସିଆଲ ମିଡିଆରେ, ଅଭିନେତ୍ରୀ ସ୍ୱରାଙ୍କ ଉପରେ…

 

ସମ୍ବନ୍ଧିତ ଖବର