ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବରୁଣ ଓ ନତାଶା

ବି’ ଟାଉନ୍ ଅଭିନେତା ବରୁଣ ଧାଵନ ଓ ତାଙ୍କ ପ୍ରେମିକା ନତାଶା ଦଲାଲ୍ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ। ଅଲ୍ଲିବାଗର୍ ମ୍ୟାନସନ୍ ହାଉସ୍‌ରେ ସେମାନଙ୍କ ବିବାହ ସମାପନ ହେବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ମ୍ୟାନ୍‌ସନ୍ ହାଉସ୍‌ର ଗୋଟିଏ ଦିନର ଭଡ଼ା ହେଉଛି ୪ ଲକ୍ଷ ଟଙ୍କା। ଆଉ ଏହି ଦୁଇ ବଲିଉଡ୍‌ କଳାକାର ଏହି ହୋଟେଲ୍‌କୁ ୩ ଦିନ ପାଇଁ ବୁକିଂ କରିଛନ୍ତି। ଅର୍ଥାତ୍ ଉଭୟ ବରୁଣ ଓ ନତାଶା ବିବାହ ମଣ୍ଡପ ବୁକିଂ ଓ ରହଣି ପାଇଁ କେବଳ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ।

ସମ୍ବନ୍ଧିତ ଖବର