ବିଶ୍ବକୁ ଅଧିକ ସମାଲୋଚକଙ୍କ ଆବଶ୍ୟକତା ନାହିଁ

ଅନ୍ୟକୁ ଦୁର୍ବ୍ୟବହାର, ସମାଲୋଚନା ତଥା ଖରାପ ଆଚରଣ କରୁଥିବା ଲୋକ ସାମାଜିକ ଗଣମାଧ୍ୟମରେ ଭରି ରହିଛନ୍ତି। ବିଶ୍ବରେ ସେଭଳି ଅଧିକ ଲୋକଙ୍କ ଆବଶ୍ୟକତା ନାହିଁ। ବର୍ତ୍ତମାନ ଯୁଗରେ ଆତ୍ମସଚେତନତାର ଆବଶ୍ୟକ ରହିଛି। ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏଭଳି ସାମାଜିକ ଗଣମାଧ୍ୟମରେ ଏପରି ବିଚାରଧାରା ରଖିଛନ୍ତି। କିଛି ଦିନ ତଳେ ଷ୍ଟିଭେନ୍‌ ବାର୍ଟଲେଟ୍‌ ଟ୍ବିଟ୍‌ କରିଥିବା ଏହି ବାର୍ତ୍ତାକୁ ବଲିଉଡ୍‌ ଅନୁଷ୍କା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି।

ସମ୍ବନ୍ଧିତ ଖବର