ବାଲୁକା କଳାରେ ମଣିଷଖିଆ ବାଘୁଣୀ ‘ସୁନ୍ଦରୀ’ : କଳାହାଣ୍ତି ଜିଲ୍ଲା କର୍ଲାମୁଣ୍ତା ବ୍ଲକ୍‌ ଗଜବାହାଲ ପଞ୍ଚାୟତ ଡଙ୍ଗରମୁଣ୍ତା ଗାଁର ଯୁବ ବାଲୁକାଶିଳ୍ପୀ ଓମ୍‌ପ୍ରକାଶ ସାହୁ ବାଲିରେ ବାଘୁଣୀର ପ୍ରତିକୃତି ତିଆରି କରି ଏହାରି ମାଧ୍ୟମରେ ସ୍ଥାନାନ୍ତର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର