ସିଜିମାଳି ଓ ସୁନ୍ଦରଗଡ଼ ଅଞ୍ଚଳର ୩୦ରୁ ଅଧିକ ବିଦ୍ୟାଳୟର ୪ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ସ୍ବାଧୀନତା ଦିବସ ପାଳନ କରିଛି ବେଦାନ୍ତ ଆଲୁମିନା । ଏହି କାର୍ୟ୍ୟକ୍ରମରେ ଚିତ୍ରାଙ୍କନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା, ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ ଗୋଷ୍ଠିକୁ ଏକାଠି କରି ଦେଶ ପ୍ରତି ନିଜର ଭଲପାଇବା ଜାହିର କରିବା ଭଳି କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା।
୩୦ରୁ ଅଧିକ ବିଦ୍ୟାଳୟର ୪ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ସ୍ବାଧୀନତା ଦିବସ ପାଳନ କଲା ବେଦାନ୍ତ
/sambad/media/post_attachments/wp-content/uploads/2024/08/WhatsApp-Image-2024-08-16-at-15.16.06.jpeg)