Advertisment
Gallery

Plan Crash: ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲି ଥାନା ପୁଲିସ ଅଧୀନ କାଏଁସର ଗ୍ରାମର ପଡ଼ିଆରେ ବିମାନ ଦୁର୍ଘଟଣା

ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିବା ଏକ ୯ ଆସନ ବିଶିଷ୍ଟ ବିମାନ ଯାନ୍ତ୍ରିକ ତ୍ରୁଟି ପାଇଁ ରଘୁନାଥପାଲି ଥାନା ପୁଲିସ ନିକଟ କାଏଁସର ଗ୍ରାମର ଏକ ପଡ଼ିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୨ଜଣ ପାଇଲଟଙ୍କ ସମେତ ୬ ଆହତ ହୋଇଛନ୍ତି।

 Plan crash near Rourkela. Photograph: (sambad.in)
Plan crash near Rourkela. Photograph: (sambad.in)
Advertisment
ସବସ୍କ୍ରାଇବ କରନ୍ତୁ