ଆଦିବାସୀ ଅଧ୍ୟୁଷିତ ଅଂଚଳରେ ମାଗଣା ଶବ ପରିବହନ ସେବା
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ମାଗଣା ଶବ ପରିବହନ ସେବା ଆରମ୍ଭ କରାଯାଇଛି, ଯାହାକି କୋଡିଙ୍ଗାମାଲି ଖଣି ଆଖପାଖର ୧୦୦ଟି ଗ୍ରାମର ଲୋକମାନଙ୍କୁ ଉପକୃତ କରିବ । ଲକ୍ଷ୍ନୀପୁର ବିଧାୟକ ପବିତ୍ର ସାଉଁତା ପତାକା ଦେଖାଇ ଏହି ସେବା ଯାନକୁ ଉଦଘାଟନ କରିଛନ୍ତି । ଏହି ସେବା ଜରିଆରେ ଏହି ଅଞ୍ଚଳର ୧୦ଟି ପରିବାର ଉପକୃତ ହୋଇସାରିଛନ୍ତି ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ୪ଟି ବ୍ଲକର ୧୦୦ଟି ଗାଁକୁ ଏହି ସେବା ପରିବ୍ୟାପ୍ତ ହେବ ।
/sambad/media/media_files/IQ9c7O16h1HZcLV9Ztnn.jpeg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)