Advertisment
Gallery

ପୁରୀ ସମୁଦ୍ରକୂଳରେ ରଣକୌଶଳ ଦେଖାଇଲେ ନୌବୀର

ଭାରତୀୟ ନୌସେନାର ନୌବୀରମାନେ ପୁରୀ ସମୁଦ୍ର କୂଳରେ ରଣକୌଶଳ ଦେଖାଇଛନ୍ତି। ବିଟିଂ ରିଟ୍ରଟ୍‌ ମାଧ୍ୟମରେ ଆମର ଯବାନମାନେ କ’ଣ କରିପାରନ୍ତି ତାହା ପ୍ରଦର୍ଶନ କରିଛନ୍ତି। ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମତେ ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ।

 ପୁରୀ ସମୁଦ୍ରକୂଳରେ ରଣକୌଶଳ ଦେଖାଇଲେ ନୌବୀର
Advertisment
ସବସ୍କ୍ରାଇବ କରନ୍ତୁ