Advertisment
Gallery

Festival: ଆଦିବାସୀଙ୍କ ‘ବାହା ପର୍ବ’

ଫଗୁଣର ମହକ ସାଙ୍ଗକୁ ଶାଳଫୁଲର ଗଜରା ଆଉ ମାଦଳର ତାଳେ ତାଳେ ଝୁମୁଛି ଆଦିବାସୀଙ୍କ ଗାଁ। ପ୍ରକୃତି ଓ ମଣିଷର ନିବିଡ ସମ୍ପର୍କକୁ ନେଇ ପାଳିତ ହେଉଛି ଆଦିବାସୀଙ୍କ ନିଆରା 'ବାହା ପର୍ବ '। ପ୍ରକୃତି ଯେତେବେଳେ ନୂଆ ରୂପ ନିଏ ସେତେବେଳେ ସାନ୍ତାଳୀ ଆଦିବାସୀ ସମ୍ପ୍ରଦାୟର ଲୋକେ ପାଳନ କରନ୍ତି ଏହି ପର୍ବ।

 Festival: ଆଦିବାସୀଙ୍କ ‘ବାହା ପର୍ବ’
Advertisment
ସବସ୍କ୍ରାଇବ କରନ୍ତୁ