ବେଦାନ୍ତ ଆଲୁମିନିୟମ ନିକଟରେ ଭବାନୀପାଟଣାର ଓଡ଼ିଶା ବ୍ଲଡ ବ୍ୟାଙ୍କ ସହଯୋଗରେ ଲାଞ୍ଜିଗଡ଼ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିଛି। ଏଥିରେ କର୍ମଚାରୀ, ବ୍ୟବସାୟିକ ସହଯୋଗୀ ଏବଂ ସ୍ଥାନୀୟ ଲୋକମାନେ ଉତ୍ସାହଜନକ ଭାବେ ଅଂଶଗ୍ରହଣ କରିଥିବାବେଳେ ମାତ୍ର ଏକ ଦିନରେ ମୋଟ ୨୪୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । 

Advertisment