Mandei: ମଣ୍ଡେଇ ସରିଲା: ବେପାର ସରୁନି, ଦିନକରେ ୨୦ଲକ୍ଷର ବ୍ୟବସାୟ
ନବରଙ୍ଗପୁର ଜିଲ୍ଲାସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ–୨୫ ଗତ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇ ସମାପ୍ତ ହୋଇଛି। ମେଳା ସରିଥିଲେ ହସ୍ତଶିଳ୍ପ, କାଷ୍ଠଶିଳ୍ପ, ଚେୟାର–ଟେବୁଲ ଓ ଶୀତ ବସ୍ତ୍ର ବିକ୍ରି ଚାଲିଛି। ଆଜି ଏକ ଦିନରେ ପ୍ରାୟ ୨୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡ଼ିଛି।
/sambad/media/media_files/2025/12/17/mandei-2025-12-17-20-22-58.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)