ତିତିଲି ଆକ୍ଟିଭିଟି ସ୍କୁଲରେ ଶିଶୁ ଦିବସ ପାଳିତ

ଭୁବନେଶ୍ବର : ତିତିଲି ଆକ୍ଟିଭିଟି ସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସିଲଭର ଏଜ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ବନିତା ମହାପାତ୍ର ମୁଖ୍ୟ ଅତିଥି ଓ ଶିଳ୍ପା ଗାରମେଣ୍ଟସର ପ୍ରତିଷ୍ଠାତା ଶିଳ୍ପା ମିଶ୍ର ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର