ମା’ ବିରଜାଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମା’ ବିରଜାଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ମା’ଙ୍କର ପୂଜାର୍ଚ୍ଚନା କରି ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ମାଗିବା ସହିତ ମଙ୍ଗଳ କାମନା କରିଛନ୍ତି।
/sambad/media/media_files/2025/02/08/LIWKO75FZOctmvPNMxxJ.jpg)
Join and get latest news updates delivered to you via WhatsApp