Advertisment
Gallery

Book Released: ‘ଦେବାଶିଷୀୟ ବ୍ୟଙ୍ଗବିଚାର‘ ପୁସ୍ତକ ଉନ୍ମୋଚିତ

‘ସମ୍ବାଦ ଭବନ’ରେ ଶନିବାର ଅପରାହ୍‌ଣରେ ଦେବାଶିଷ ମହାପାତ୍ରଙ୍କ ‘ଦେବାଶିଷୀୟ ବ୍ୟଙ୍ଗବିଚାର‘ ପୁସ୍ତକ ଉନ୍ମୋଚନ ହୋଇଯାଇଛି। ଏହି ଅବରସରରେ ‘ସମ୍ବାଦ’ର ସଂପାଦକ ତନୟା ପଟ୍ଟନାୟକ, ବାର୍ତ୍ତା ସଂପାଦକ ଭବାନୀ ଶଙ୍କର ତ୍ରିପାଠୀ, ଫିଚର ସଂପାଦକ ଧୃତିକାମ ମହାନ୍ତି, ରେଡିଓ ଚକ୍‌ଲେଟ୍‌ର ପ୍ରୋଗ୍ରମିଂ ହେଡ୍‌ ସଂଗ୍ରାମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ଭାବେ ବ୍ୟଙ୍ଗକବି ଜ୍ଞାନ ହୋତା ଓ ପ୍ରକାଶକ ରାଜକିଶୋର ଦାସ ଯୋଗ ଦେଇଥିଲେ।

 Book Released: ‘ଦେବାଶିଷୀୟ ବ୍ୟଙ୍ଗବିଚାର‘ ପୁସ୍ତକ ଉନ୍ମୋଚିତ
Advertisment
ସବସ୍କ୍ରାଇବ କରନ୍ତୁ