ସମ୍ବଲପୁରରେ ଆଧ୍ୟାତ୍ମିକ ପରିବେଶରେ ଛଠ୍ ପୂଜାରେ ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ସମ୍ବଲପୁରରେ ଆଧ୍ୟାତ୍ମିକ ପରିବେଶରେ ଛଠ୍ ପୂଜାରେ ସାମିଲ ହୋଇଛନ୍ତି। ଛଟ୍ ପୂଜା ଜନସାଧାରଣଙ୍କ ଆସ୍ଥାର ପବିତ୍ର ପର୍ବ। ଆମ ଭାରତୀୟ ଲୋକସଂସ୍କୃତି, ସଂସ୍କାର ଏବଂ ପରମ୍ପରାର ଏହି ଅନନ୍ୟ ପର୍ବ ସମସ୍ତଙ୍କ ଜୀବନରେ ଖୁସି ଓ ଆନନ୍ଦ ଆଣିଦେଉ ବୋଲି କହିଛନ୍ତି।
/sambad/media/media_files/2024/11/07/LDbx2njy59yoebJDVEHN.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)