Diwali: ଦୀପାବଳିରେ ବଡ଼ବଡ଼ୁଆ ହୋ ! ଅନ୍ଧାରରେ ଆସି ଆଲୁଅରେ ଯାଅ
ପବିତ୍ର ଦୀପାବଳି ଅବସରରେ ପୂର୍ବଜମାନଙ୍କୁ ବଡ଼ବଡ଼ିଆ ବା ବଡ଼ବଡ଼ୁଆ ଡାକ ପାଇଁ ଭୁବନେଶ୍ବର ଚକେଇସିହାଣୀସ୍ଥିତ ଗଣେଶ ମନ୍ଦିର ସାମ୍ନାରେ ଏକତ୍ର ହୋଇଛନ୍ତି ଲୋକେ। ପୂର୍ବ ପରଂପରା ଅନୁଯାୟୀ ପୂଜା ପରେ ପିତୃପୁରୁଷଙ୍କୁ ଡାକିବେ।
/sambad/media/media_files/2025/10/20/chekeisihani-2025-10-20-22-02-41.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)