Advertisment
Gallery

ଭୁବନେଶ୍ବର ଦୁର୍ଗାପୂଜା: ମଣ୍ଡପରେ ମାଆ...ଦର୍ଶନ କରିବାକୁ ଆସିଛି ସୁଯୋଗ

ଶାରଦୀୟ ଦୁର୍ଗାପୂଜା ଜାରି ରହିଛି। ଭୁବନେଶ୍ବରରେ ୧୭୨ଟି ମଣ୍ଡପରେ ମାଆ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଉଛି। ସକାଳ ୭ଟାରୁ ବିଳମ୍ବିତ ରାତିଯାଏଁ ପୂଜାର୍ଚ୍ଚନା ଚାଲିଛି। ଶ୍ରଦ୍ଧାଳୁମାନେ ମାଆଙ୍କ ମଣ୍ଡପରେ ପହଞ୍ଚି ମୁଣ୍ଡିଆ ମାରୁଛନ୍ତି।

 ପଳାଶୁଣୀ
ପଳାଶୁଣୀ
Advertisment
ସବସ୍କ୍ରାଇବ କରନ୍ତୁ