Advertisment
Gallery

Book Released: ପୁଷ୍ପଗିରିର ଶେଷ ପାଣ୍ଡୁଲିପି ପୁସ୍ତକ ଉନ୍ମୋଚିତ

ଏପି ଶୁଭକାନ୍ତ ସାମଲଙ୍କ ଉପନ୍ୟାସ ପୁଷ୍ପଗିରିର ଶେଷ ପାଣ୍ଡୁଲିପି ପୁସ୍ତକ ଆଜି ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ କେଏମବିବିର ନିର୍ଦ୍ଦେଶକଙ୍କ ସମେତ, ସାମ୍ବାଦିକା ସସ୍ମିତା ସାହୁ, ଅଭିଲିପସା ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଉପନ୍ୟାସ ମାଧ୍ୟମରେ ଲେଖକ ଓଡ଼ିଶାରେ ବୌଦ୍ଧ ଧର୍ମ ବାବଦରେ ଏକ ଗବେଷଣାତ୍ମକ ତଥ୍ୟ ପ୍ରଦାନ କରିଛନ୍ତି।

 Book Released: ପୁଷ୍ପଗିରିର ଶେଷ ପାଣ୍ଡୁଲିପି ପୁସ୍ତକ ଉନ୍ମୋଚିତ
Advertisment
ସବସ୍କ୍ରାଇବ କରନ୍ତୁ