/sambad/media/media_files/2026/01/05/pahadpur4-2026-01-05-21-00-31.jpg)
1/4
ଗସ୍ତ କରି ଉକ୍ତ ପଞ୍ଚାୟତକୁ ଦେଶର ଦ୍ୱିତୀୟ ବୃହତ୍ତମ ହାଟ ହାଟବାଦଡାକୁ ୭୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଥିବାରୁ ପଞ୍ଚାୟତର କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
/sambad/media/media_files/2026/01/05/pahadpur3-2026-01-05-21-00-31.jpg)
2/4
ବିଭିନ୍ନ କାର୍ଯ୍ୟର ତଦନ୍ତ କରି ହାଟବାଦଡା ପଞ୍ଚାୟତକୁ କେମିତି ଦେଶର ନଂ ୧ କରାଯିବ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ।
/sambad/media/media_files/2026/01/05/pahadpur2-2026-01-05-21-00-31.jpg)
3/4
ଏହି ଗସ୍ତ ସମୟରେ ପ୍ରଥମେ ମହାମହିମ ରାଷ୍ଟ୍ରପତିଙ୍କ ଶଶୁର ଘର ଗ୍ରାମ ପାହାଡପୁରକୁ ଗସ୍ତ କରି ଏଲ ଏଣ୍ଡ ଟି ଦକ୍ଷତା ବିକାଶ କେନ୍ଦ୍ର ଓ ଏସଏଲଏସ ଆବାସିକ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିଥିଲେ।
Advertisment
/sambad/media/media_files/2026/01/05/pahadpur1-2026-01-05-21-00-31.jpg)
4/4
ଗସ୍ତରେ ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ, ପ୍ରକଳ୍ପ ନିର୍ଦ୍ଦେଶକ ଧର୍ମାନନ୍ଦ ବେହେରାଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/05/pahadpur-2026-01-05-21-00-31.jpg)