କତିଙ୍ଗିଆ ଘାଟିରେ ଫ୍ଲାଏ ଆସ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ
ଲାଞ୍ଜିଗଡରୁ ଗୋବରା ଅଭିମୁଖେ ଯାଉଥିବା ଫ୍ଲାଏଆସ ବୋଝେଇ ଏକ ଟ୍ରକ ଆଜି ସକାଳ ସାତଟା ସମୟରେ କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଅଞ୍ଚଳର କତିଙ୍ଗିଆ ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇ ଘାଟି ତଳକୁ ପଲଟି ଯାଇଥିବା ଦେଖିବାକୁ ମିଳିଛି।
/sambad/media/media_files/2024/11/28/mhjuHsCgjGh7rNYipV7c.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)