ଜଙ୍ଗଲରେ ଲାଗିଲା ନିଆଁ
ଆଜି ସନ୍ଧ୍ୟାରେ ବ୍ରହ୍ମଗିରି-ଭୀମେଶ୍ୱର ରାସ୍ତାକଡ଼ରେ ଥିବା ଜଙ୍ଗଲରେ ନିଆଁ ଲାଗିଛି। ୨ ଏକର ଜଙ୍ଗଲ ଜଳୁ ଥିବା ବେଳେ ଖବର ପାଇ ବ୍ରହ୍ମଗିରି ବନ ବିଭାଗର ୪ ଜଣିଆ ଟିମ୍ ସହିତ ବ୍ରହ୍ମଗିରି ଅଗ୍ନିଶମ ବାହିନୀରେ ୬ ଜଣିଆ ଟିମ୍ ନିଆଁକୁ ଆୟତ ପାଇଁ ଚେଷ୍ଟା ଜାରି ରଖିଛନ୍ତି।
/sambad/media/media_files/2025/02/04/WTvwSPuk87k7pFv1Kl9w.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)