ଆସୁଛି ଗଣେଶ ପୂଜା: ମୂର୍ତ୍ତି ଗଢ଼ିବାରେ ବ୍ୟସ୍ତ କାରିଗର
ପବିତ୍ର ଗଣେଶ ପୂଜା ଉପଲକ୍ଷେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସହର ଉତ୍ସବ ମୁଖର ହୋଇ ଉଠିଛି। ବିଶେଷ କରି ବଙ୍ଗୋମୁଣ୍ଡାରେ ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଅଛନ୍ତି । ସେମାନେ ମୂର୍ତ୍ତି ଗଢ଼ିବା ପାଇଁ ପାଳ ନଡ଼ା ବିଡ଼ା ଉପରେ ମାଟି ପ୍ରଲେପ ଦେଉଛନ୍ତି। ବଙ୍ଗୋମୁଣ୍ଡାର ଯୁବ ଅଭିଜ୍ଞ ମୂର୍ତ୍ତି କାରିଗର ସନାତନ ସା’ଙ୍କ ସହ ଅନ୍ୟ କାରିଗରମାନେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି।
/sambad/media/media_files/2025/08/24/ganesh-2025-08-24-19-46-09.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)