Advertisment
Gallery

Toshali Mela: ତୋଷାଳୀ ମେଳା ଉଦ୍‌ଯାପିତ

୨୦ତମ ଭବ୍ୟ ତୋଷାଳୀ ମେଳାର ଉଦଯାପନୀ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଯୋଗ ଦେଇ କହିଥିଲେ ଯେ, ତୋଷାଳି ମହାକୁମ୍ଭ ବୁଣାକାର ଓ କାରିଗରଙ୍କ ଆର୍ଥିକ ସମୃଦ୍ଧିରେ ସହାୟକ ହୋଇଛି।

 Toshali Mela: ତୋଷାଳୀ ମେଳା ଉଦ୍‌ଯାପିତ
Advertisment
ସବସ୍କ୍ରାଇବ କରନ୍ତୁ