ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ମାଟି ଅତଡ଼ା ସହ ଧସିଲା ବଡ଼ପଥର
ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ମାଟି ଅତଡ଼ା ସହ ଧସିଲା ବଡ଼ ପଥର। ଜିଲ୍ଲାଦେଇ ଯାଇଥିବା ଏନ୍ଏଚ୍-୪୯ କଡ଼ ପାହାଡ଼ରୁ ଧସିଲା ପ୍ରାୟ ୨୦ ଫୁଟ୍ର ମାଟି ଅତଡ଼ାସହ ପଥର। ଧସିଥିବା ପଥର ବାହାର କରାଯିବା ପରେ ଯାତାୟତ ସ୍ୱାଭାବିକ ରହିଛି।
/sambad/media/media_files/36lpMHxZS2wHl2GDnynS.jpeg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)