Advertisment
Gallery

T20 World Cup: ଫଟୋରେ ଦେଖନ୍ତୁ ଚାମ୍ପିଅନ ଭାରତୀୟ ଟିମ୍‌ର ବିଜୟ ଉତ୍ସବ

ଭାରତୀୟ କ୍ରିକେଟ୍‌ ଦଳ ପୁଣି ଥରେ ବିଶ୍ବ ଦଖଲ କରିଛି। ଇତିହାସ ରଚିଛି, ନୂଆ ଅଧ୍ୟାୟ ଯୋଡ଼ି ଲଗାତାର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବାର ଗୌରବ ଗାଥା ବି ଲେଖିଛି। ଆକ୍ରମଣ, ଆଧିପତ୍ୟ ଓ ଆତ୍ମବିଶ୍ବାସର ଅପୂର୍ବ ସମନ୍ବୟରେ ତୃତୀୟ ଥର ଫଟାଫଟ୍‌ କ୍ରିକେଟ୍‌ ବିଶ୍ବକପ୍‌ ଜିତିବାରେ କମାଲ କରିଛି।

 T20 World Cup: ଫଟୋରେ ଦେଖନ୍ତୁ ଚାମ୍ପିଅନ ଭାରତୀୟ ଟିମ୍‌ର ବିଜୟ ଉତ୍ସବ
Advertisment
ସବସ୍କ୍ରାଇବ କରନ୍ତୁ