Train: ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଶୁଭାରମ୍ଭ
ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ସେବା ଶନିବାର ଦିନ ଅପରାହ୍ଣରେ ଶୁଭାରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବହୁ ପ୍ରତୀକ୍ଷିତ ଟ୍ରେନ୍ ସେବାକୁ ପଶ୍ଚିମବଙ୍ଗର ମାଲଦା ଠାରୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
/sambad/media/media_files/2026/01/17/vande-bharat-sleeper-train-2026-01-17-17-08-41.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)