ପ୍ରଥମଥର ପାଇଁ ଆଇସିସି ପୁରୁଷ ଟି-୨୦ ବିଶ୍ବକପ ନିମନ୍ତେ ଯୋଗ୍ୟତା ଅର୍ଜନ କଲା ଇଟାଲୀ । ଟି-୨୦ ବିଶ୍ବକପ ୟୁରୋପୀୟ କ୍ବାଲିଫାୟାର ରାଉଣ୍ଡରେ ନେଦରଲାଣ୍ଡସଠାରୁ ୯ ଓ୍ବିକେଟରେ ହାରିବା ସତ୍ତ୍ବେ ଦଳ ବିଶ୍ବରପ ପାଇଁ ଯୋଗ୍ୟତା ଅର୍ଜନ କରିଛି ।
ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପ-୨୦୨୬ ଖେଳିବ ଇଟାଲୀ
ପ୍ରଥମଥର ପାଇଁ ଆଇସିସି ପୁରୁଷ ଟି-୨୦ ବିଶ୍ବକପ ନିମନ୍ତେ ଯୋଗ୍ୟତା ଅର୍ଜନ କଲା ଇଟାଲୀ ।
/sambad/media/media_files/2025/07/11/itly-2025-07-11-22-47-19.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)