King: ବଣ୍ଡାଙ୍କ ଯୋଗଦେଲେ ଜୟପୁର ମହାରାଜା
ମାଲକାନଗିରି ଜିଲ୍ଲା ଆଦିମ ଜନଜାତି ବଣ୍ଡାଙ୍କ ପାଟଖଣ୍ଡା ଯାତ୍ରାରେ ପହଞ୍ଚିଲେ ଜୟପୁର ମହାରାଜ ବିଶେଶ୍ବର ଚନ୍ଦ୍ରଚୁଡ ଦେବ। ୨ ଶହ ବର୍ଷ ତଳ ଇତିହାସର ହେଲା ପୁନରାବୃତ୍ତି। ରାଜାଙ୍କୁ ରାଜକୀୟ ସମ୍ମାନର ସହ ସ୍ବାଗତ କରାଯାଇଥିଲା।
/sambad/media/media_files/2026/01/27/mkg-banda-ghati-re-patakhanda-jatra-2026-01-27-22-33-02.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)