ଲଗାଣ ବର୍ଷାରେ କଳିଙ୍ଗା ଘାଟିରୁ ଖସିଲା ବିରାଟ ପଥର
ଗତ କିଛି ଦିନ ହେଲା ଲଗାଣ ବର୍ଷା ଫଳରେ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଅନ୍ଧାରକୋଟ ପୂର୍ବରୁ ଏକ ସ୍ଥାନରେ ଏକ ବିରାଟ ପଥର ଉପରୁ ଖସି ରାସ୍ତା ଉପରେ ପଡିଛି। ରାସ୍ତା ଉପରେ ପଥରଟି ପଡ଼ିବା ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇପଡ଼ିଛି। ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଛି। Gallery | କନ୍ଧମାଳ
/sambad/media/media_files/2025/09/07/kalinga-2025-09-07-21-21-33.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)