Mahanadi Tribunal team: ଗସ୍ତ ସାରି ଫେରିଗଲେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍
ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍ ଟ୍ରିବ୍ୟୁନାଲ୍ର ନୂଆ ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଓ ସେମାନଙ୍କ ପରିବାର ସଦସ୍ୟ ସମ୍ବଲପୁର ଗସ୍ତ ଶେଷ କରି ଫେରିଯାଇଛନ୍ତି। ହୀରାକୁଦ ନଦୀବନ୍ଧ ଉପରେ ଏରିଆଲ ସର୍ଭେ କରି ଏହି ଟିମ୍ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି।
/sambad/media/media_files/2026/02/28/whatsapp-image-2026-02-28-22-52-18.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)