Advertisment
Gallery

Plane Crash: ରାଉରକେଲା ବିମାନ ଦୁର୍ଘଟଣା: ସୁସ୍ଥ ହୋଇ ଫେରିଲେ ନବୀନ

ଭୁବନେଶ୍ୱରରୁ କୋଲକାତା ଯାଉଥିବା ବେଳେ ଜଲଦା କାଏଁସର ଗ୍ରାମର ଏକ ପଡ଼ିଆ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ୯ ସିଟର ପ୍ଲେନ ଗତ ୧୦ ତାରିଖ ଦିନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ନବୀନଙ୍କ ସମେତ ମୋଟ୍‌ ୬ ଜଣ ଗୁରୁତର ହୋଇଥିଲେ। ଏମାନଙ୍କର ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଚିକିତ୍ସାଧୀନ ନବୀନ କାଡଙ୍ଗା ହସ୍‌ପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି।

 Plane Crash: ରାଉରକେଲା ବିମାନ ଦୁର୍ଘଟଣା: ସୁସ୍ଥ ହୋଇ ଫେରିଲେ ନବୀନ
Advertisment
ସବସ୍କ୍ରାଇବ କରନ୍ତୁ