ଭିଭିତ୍ସା ୱାର୍ଲ୍ଡ ସ୍କୁଲ୍ (ଭିଡବ୍ଲ୍ୟୁଏସ୍) ନୂଆ ଲୋଗୋ ଉନ୍ମୋଚନ କରିଛି । ୨୦୧୪ମସିହାରେ ସ୍ଥାପିତ ହୋଇଥିବା କ୍ୟୁରିଅସ୍ କବ୍ସ ସମ୍ବଲପୁର, ଭୁବନେଶ୍ୱର, ଝାରସୁଗୁଡ଼ା, ରାଉରକେଲା ଓ ରାୟପୁର ଭଳି ୫ଟି ସହରରେ ଗୋଟିଏ କେନ୍ଦ୍ରରୁ ଏକ ସମୃଦ୍ଧ ନେଟୱର୍କରେ ପରିଣତ ହୋଇଛି । ୧୬ ଏକର ପରିମିତ ପରିସରରେ ବିସ୍ତାରିତ ଭିଭିତ୍ସା ୱାର୍ଲ୍ଡ ସ୍କୁଲ ଅତ୍ୟାଧୁନିକ ଭିତିଭୂମିକୁ ବିଶ୍ୱସ୍ତରୀୟ ଅନୁପ୍ରାଣିତ ପାଠ୍ୟକ୍ରମ ସହିତ ମିଶ୍ରଣ କରିଛି ।
ଭିଭିତ୍ସା ୱାର୍ଲ୍ଡ ସ୍କୁଲର ନୂଆ ଲୋଗୋ
/sambad/media/media_files/2024/12/23/m1x73fxuV8QOSAyFIUWW.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)