Advertisment
Gallery

Mohan Charan Majhi: ସୁଭଦ୍ରା ଶକ୍ତି ମେଳାରେ ମୋହନ ମାଝୀ

ଆଜି ରାୟଗଡ଼ାରେ ସୁଭଦ୍ରା ଶକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ରାୟଗଡ଼ା ଜିଲ୍ଲା ଆମ ଆଦିବାସୀ ସଂସ୍କୃତି ଓ ସମୃଦ୍ଧ ଐତିହ୍ୟର ଏକ ଅନନ୍ୟ ପ୍ରାଣକେନ୍ଦ୍ର। ଓଡ଼ିଶାର ଏହି ସୁନ୍ଦର ଜିଲ୍ଲା ଏହାର ଅନନ୍ୟ ପରମ୍ପରା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି ବୋଲି ସେ କହିଛନ୍ତି।

 Mohan Charan Majhi: ସୁଭଦ୍ରା ଶକ୍ତି ମେଳାରେ ମୋହନ ମାଝୀ
Advertisment
ସବସ୍କ୍ରାଇବ କରନ୍ତୁ