Advertisment
Gallery

Bhima Bhoi: ସନ୍ଥ କବି ଭୀମ ଭୋଇଙ୍କ ସମାଧି ପୀଠରେ ମୁଖ୍ୟମନ୍ତ୍ରୀଙ୍କ ପୂଜାର୍ଚ୍ଚନା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲିସ୍ଥିତ ସନ୍ଥ କବି ଭୀମ ଭୋଇଙ୍କ ପବିତ୍ର ସମାଧି ପୀଠରେ ପୂଜାର୍ଚ୍ଚନା କରିଛନ୍ତି। ଏହି ପବିତ୍ର ଅବସରରେ ପୀଠ ପରିସରରେ ଏକ ଘଣ୍ଟି ସ୍ଥାପନ କରିବା ସହ ସନ୍ଥ କବିଙ୍କ ମହାନ ଆଦର୍ଶର ସ୍ମୃତି ଚାରଣ କରିଛନ୍ତି।

 Bhima Bhoi: ସନ୍ଥ କବି ଭୀମ ଭୋଇଙ୍କ ସମାଧି ପୀଠରେ ମୁଖ୍ୟମନ୍ତ୍ରୀଙ୍କ ପୂଜାର୍ଚ୍ଚନା
Advertisment
ସବସ୍କ୍ରାଇବ କରନ୍ତୁ