Advertisment
Gallery

Republic Day: ଲୋକସେବା ଭବନରେ 'ରାଜ୍ୟ ସ୍ତରୀୟ ପଦକ ପ୍ରଦାନ ଉତ୍ସବ’

ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ଲୋକସେବା ଭବନଠାରେ ଆୟୋଜିତ 'ରାଜ୍ୟ ସ୍ତରୀୟ ପଦକ ପ୍ରଦାନ ଉତ୍ସବ'ରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିମ ଅନୁ ଗର୍ଗ ଓ ଡିଜିପି ୱାଇ ବି ଖୁରାନିଆଙ୍କ ସମେତ ଅନ୍ୟମାନେ ଉପସ୍ଥିତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଜର ଅସାଧାରଣ ଦକ୍ଷତା, ନିର୍ଭୀକତା ଓ କର୍ତ୍ତବ୍ୟନିଷ୍ଠା ମାଧ୍ୟମରେ ସମାଜ ତଥା ରାଜ୍ୟ ପାଇଁ ଗୌରବ ଆଣିଥିବା କର୍ମବୀରମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଛି।

 Republic Day: ଲୋକସେବା ଭବନରେ 'ରାଜ୍ୟ ସ୍ତରୀୟ ପଦକ ପ୍ରଦାନ ଉତ୍ସବ’
Advertisment
ସବସ୍କ୍ରାଇବ କରନ୍ତୁ