Nyaya Sanhita Exhibition: ନ୍ୟାୟ ସଂହିତା ପ୍ରଦର୍ଶନୀ
ଭୁବନେଶ୍ବରର ୟୁନିଟ–୩ IDCO ପ୍ରଦର୍ଶନୀ ପଡ଼ିଆ ଠାରେ ଆଜି ଠାରୁ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ ଆରମ୍ଭ ହୋଇଯାଇଛି। ଓଡ଼ିଶା ପୁଲିସ ପକ୍ଷରୁ ଆୟୋଜିତ ଏହି ୪ ଦିବସୀୟ ପ୍ରଦର୍ଶନୀ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଠାରେ ଭାରତର ନୂତନ ଅପରାଧିକ ଆଇନ ଓ ଆଧୁନିକ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯାଉଛି।
/sambad/media/media_files/2026/03/07/naya-2026-03-07-19-46-01.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)